Jump to content

ଦ୍ୱିଷ୍ଠ

ଉଇକିଅଭିଧାନ‌ରୁ

ଦ୍ୱିଷ୍ଠ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ -(ଦ୍ୱି+ ସ୍ଥା ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ଯେ ଦୁଇଆଡ଼େ ଥାଏ; ଉଭୟତ୍ର ଅବସ୍ଥିତ —୧. Siding with opposite sides.
୨. ଦୁଇ ସ୍ଥାନରେ ସ୍ଥିତ —୨. Placed or put on both sides or at both places.