Jump to content

ଦ୍ୱିସମ

ଉଇକିଅଭିଧାନ‌ରୁ

ଦ୍ୱିସମ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ଦ୍ୱି+ ସମ)

[ସମ୍ପାଦନା]

ଦୁଇ ସମାନ ଭାଗ ବିଶିଷ୍ଟ — Having two equal parts.