Jump to content

ଦ୍ୱିସ୍ସ୍ୱିନ୍ନାନ୍ନ

ଉଇକିଅଭିଧାନ‌ରୁ

ଦ୍ୱିସ୍ସ୍ୱିନ୍ନାନ୍ନ

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Dwis-swinnānna
  • ଆଇ.ପି.ଏ. — dˈɔ hˈʌlˈʌntɔ lˈetəbˈiːʃˈatoˈekˈo hɾˌɔʃʃoˈikaɾ dˌonteʃʃˈɔ hˈʌlˈʌntɔ dˌonteʃʃˈɔ hˈʌlˈʌntɔ lˈetəbˈiːʃˈatoˈekˈo hɾˌɔʃʃoˈikaɾ nˈɔ hˈʌlˈʌntɔ nˈɔ ˈakaɾ nˈɔ hˈʌlˈʌntɔ nˈɔ

ସଂସ୍କୃତ - ବିଶେଷ୍ୟ - (ଦ୍ୱି+ ସିନ୍ନ+ ଅନ୍ନ)

[ସମ୍ପାଦନା]

ଉଷୁନା ଚାଉଳ (ହିନ୍ଦୀ - ଶ.) Rice from paddy which has been vapoured.


[ଦ୍ରଷ୍ଟବ୍ୟ —ବ୍ରହ୍ମବୈବର୍ତ୍ତ ପୁରାଣମତରେ ଯତି, ବିଧବା ଓ ବ୍ରହ୍ମଚାରୀଙ୍କର ଏ ଚାଉଳର ଅନ୍ନ ଖାଇବା ନିଷିଦ୍ଧ; ଦେବପୂଜାରେ ମଧ୍ୟ ଏ ଚାଉଳର ବ୍ୟବହାର ନିଷିଦ୍ଧ]