Jump to content

ଦ୍ୱି ଗର୍ଭ

ଉଇକିଅଭିଧାନ‌ରୁ

ଦ୍ୱି ଗର୍ଭ

ଉଚ୍ଚାରଣ

[ସମ୍ପାଦନା]

(ଦ୍ୱି ଗର୍ଭକ—ଅନ୍ୟରୂପ)

(ଦ୍ୱିଗର୍ଭା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ଯେଉଁ ଜନ୍ତୁର ଦୁଇଟି ଗର୍ଭ ଥାଏ — Marsupial; having a pouch under the belly.

[ଦ୍ରଷ୍ଟବ୍ୟ —ଅଷ୍ଟ୍ରେଲିଆ ମହାଦେଶରେ ଅପୋସମ୍, କଙ୍ଗାରୁ ଆଦି କେତେକ ପଶୁଙ୍କର ଛୁଆମାନଙ୍କୁ ବହନ କରିବା ନିମନ୍ତେ ପେଟତଳେ ଚମର ଗୋଟିଏ ମୁଣି ଥାଏ]