Jump to content

ଦ୍ୱୀପୀ

ଉଇକିଅଭିଧାନ‌ରୁ

ଦ୍ୱୀପୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦ୍ୱୀପ+ଇନ୍; ୧ମା. ୧ବ; ଏହା ଦେହରେ ଦ୍ୱୀପ ପରି ଗୋଲ ଗୋଲ ଚିହ୍ନ ଥିବାରୁ)

[ସମ୍ପାଦନା]
୧. ଚିତାବାଘ —୧. Leopard.
୨. ଚିତ୍ରକ ଗୁଳ୍ମ —୨. Leadwort.