ଦ୍ୱୀଶ
ଦେଖଣା
ଦ୍ୱୀଶ
ଉଚ୍ଚାରଣ
[ସମ୍ପାଦନା](ଦ୍ୱୀଶା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ଦ୍ୱି+ ଈଶ)
[ସମ୍ପାଦନା]- ୧. ଦ୍ୱି ସାମିକ; ଯାହାର ଦୁଇ ଜଣ ପଭ୍ରୁ ବା ମାଲିକ — ୧. Having two masters.
- ୨. ଯେ ଦୁଇ ଜଣଙ୍କର ବା ଦୁଇ ବସ୍ତୁର ମାଲିକ ଅଟେ — ୨. Having ownership in two.
- ୩. ଦୁଇ ଦେବତାଙ୍କ ପାଇଁ ଉଦ୍ଦିଷ୍ଟ (ଚରୁ) — ୩. (oblation) Intended for two Deities.
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]- ୧. ଦୁଇ ସ୍ତ୍ରୀର ସ୍ୱାମୀ — ୧. Husband of two wives.
- ୨. ବିଶାଖା ନକ୍ଷତ୍ର —୨. The ୧୬th asterism.