Jump to content

ଦ୍ୱେଷୀ

ଉଇକିଅଭିଧାନ‌ରୁ

ଦ୍ୱେଷୀ

ଉଚ୍ଚାରଣ

[ସମ୍ପାଦନା]
(ଦ୍ୱେଷିଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଦ୍ୱେଷ+ ଇନ୍; ୧ମା. ୧ବ)

[ସମ୍ପାଦନା]
୧. ପ୍ରତିହିଂସା ପରାୟଣ —୧. Revengeful.
୨. ହିଂସ୍ରକ; ଈର୍ଷାଯୁକ୍ତ — ୨. Spiteful; malignant.
୩. ଶତ୍ରୁ ଭାବାପନ୍ନ —୩. Inimical.

ବିଶେଷ୍ୟ -

[ସମ୍ପାଦନା]

ଶତ୍ରୁ — Enemy; foe.