Jump to content

ଦ୍ୱେଷ୍ଟା

ଉଇକିଅଭିଧାନ‌ରୁ

ଦ୍ୱେଷ୍ଟା

ଉଚ୍ଚାରଣ

[ସମ୍ପାଦନା]
(ଦ୍ୱେଷ୍ଟ୍ରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଦ୍ୱିଷ୍ ଧାତୁ+ ତୃ; ୧ମା. ୧ବ)

[ସମ୍ପାଦନା]
୧. ଶତ୍ରୁ ତାଚରଣକାରୀ —୧. Inimical.
୨. ଯେ ହିଂସାକରେ; ହିଂସ୍ର — ୨. Revengeful; malicious.
୩. ଘୃଣାକାରୀ —Hating.

ବିଶେଷ୍ୟ -

[ସମ୍ପାଦନା]
୧. ଶତ୍ରୁ —୧. Enemy.
୨. ବିରୋଧୀ —୨. Adversary; rival.