Jump to content

ଦ୍ୱେଷ୍ୟ

ଉଇକିଅଭିଧାନ‌ରୁ

ଦ୍ୱେଷ୍ୟ

ଉଚ୍ଚାରଣ

[ସମ୍ପାଦନା]
(ଦ୍ୱେଷ୍ୟା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଦ୍ୱିଷ୍ ଧାତୁ+ କର୍ମ. ଯ)

[ସମ୍ପାଦନା]

ବିଦ୍ୱେଷାର୍ହ; ଘୃଣ୍ୟ — Hateful; detetable; odious.

ବିଶେଷ୍ୟ -

[ସମ୍ପାଦନା]
୧. ଦ୍ୱେଷର ପାତ୍ର — ୧. An object of hatred.
୨. ବୈରୀ; ଶତ୍ରୁ —୨. Enemy; foe.