ଦ୍ୱୈତ
ଦେଖଣା
ଦ୍ୱୈତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଦ୍ୱି+ ଇତ= ଦ୍ୱୀତ+ ଅ)
[ସମ୍ପାଦନା]- ୧. ଦୁଇ ପଦାର୍ଥର ଅସ୍ଥିତ୍ୱ — ୧. Existence of two things.
- ୨. ଦ୍ୱି ବିଧିତ୍ୱ; ଦ୍ୱିତ୍ୱ —୨. Duality of things.
- ୩. ଦ୍ୱିଗୁଣ କରଣ; ଦ୍ୱିତ୍ୱକରଣ —୩. Duplication.
- ୪. ଈଶ୍ୱର ଓ ସୃଷ୍ଟି ମଧ୍ୟରେ ସମ୍ପର୍କ; ଆତ୍ମା ସଙ୍ଗେ ଶରୀରର ସମ୍ୱନ୍ଧ ସ୍ଥାପନ —୪. Association of spirit and matter.
- ୫. ଦ୍ୱୈତବନ; ମହାଭାରତୋକ୍ତ ସରସ୍ୱତୀ ନଦୀ ତୀରସ୍ଥ ବନବିଶେଷ —୫. Name of a forest in ancient India.
- ୬. ବନ —୬. Forest.
- ୭. ଯୁଗ୍ମ; ଯୁଗଳ (ହିନ୍ଦୀ - ଶବ୍ଦସାଗର) —୭. Couple.
- ୮. ଭେଦ ଭାବ; ଆପଣାର ଓ ପରର ମଧ୍ୟରେ ପ୍ରଭେଦ ଭାବ— (ହିନ୍ଦୀ - ଶବ୍ଦସାଗର) —Distinction between what is one's own and what is not.
- ୯. ଅଜ୍ଞାନ (ହିନ୍ଦୀ - ଶ) —୯. Ignorance.
- ୧. ଦ୍ୱୈତବାଦ (ହିନ୍ଦୀ - ଶ) (ଦେଖ) - ୧୦. Dw&aline;i̱tabāda (See)
ବିଶେଷଣ -
[ସମ୍ପାଦନା]- ୧. ଦ୍ୱୈତବାଦୀ —୧. Dualistic (philosophy).
- ୨. (ଦ୍ୱି+ ତ) ଦୁଇ ସମ୍ୱନ୍ଧୀୟ; ଯୁଗ୍ମ —୨. Dual.