Jump to content

ଦ୍ୱୈତ ବାଦ

ଉଇକିଅଭିଧାନ‌ରୁ

ଦ୍ୱୈତ ବାଦ

ଉଚ୍ଚାରଣ

[ସମ୍ପାଦନା]

(ଅଦ୍ୱୈତବାଦ—ବିପରୀତ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ହିନ୍ଦୁ ଦର୍ଶନ ଶାସ୍ତ୍ରର ମତବିଶେଷ ଆତ୍ମା ଓ ଭୂତ ପୃଥକ୍ ଅଟେ ବୋଲି ଯେଉଁ ମତ — Belief in Dualism; the duatistic doctrine of Hindu philosophy; the doctine of the existence of spirit and matter as district from each other.

[ଦ୍ରଷ୍ଟବ୍ୟ —ଏ ମତଦ୍ୱାରା ଈଶ୍ୱରଙ୍କଠାରୁ ସୃଷ୍ଟ ବସ୍ତୁ ପୃଥକ୍ ଥିବାର ପ୍ରଚାରିତ ପୃଥିବୀର ଯାବତୀୟ ପଦାର୍ଥର ଦୁଇଗୋଟି ଅବସ୍ଥିତି ଅର୍ଥାତ୍ ଈଶ୍ୱର (ପରମାନ୍ମା) ଓ ମନୁଷ୍ୟ (ଜୀବାତ୍ମା) ପରସ୍ପରଠାରୁ ପୃଥକ୍, ଏହିପରି ମତକୁ ଦ୍ୱୈତବାଦ ବୋଲାଯାଏ ଦ୍ୱୈତବାଦ ମତରେ ଶରୀରଠାରୁ ଆତ୍ମା ପୃଥକ୍]