ଦେଶଜ - ବିଶେଷ୍ୟ - (ଆଧୁନିକ ରାଜନୀତିକ ପରିଭାଷା)
[ସମ୍ପାଦନା]
ରାଜକୀୟ ମତ ଓ ଲୋକମତ ଉଭୟ ମତ ଅନୁସାରେ ପରିଚାଳିତ ଶାସନପ୍ରଣାଳୀ — A dual system of Government.
[ଦ୍ରଷ୍ଟବ୍ୟ —ଏହି ଶାସାନ ପ୍ରଣାଳୀରେ କେତେକ ବିଷୟ ରାଜା ବା ରାଜକର୍ମଚାରୀଙ୍କ ମତ ଅନୁସାରେ ଓ କେତେକ ବିଷୟ ଲୋକ— ପ୍ରତିନିଧିମାନଙ୍କ ମତରେ ପରିଚାଳିତ ହୁଏ]