ଦ୍ୱୈତ ହଂସ
ଦେଖଣା
ଦ୍ୱୈତ ହଂସ
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ସିଂହଭୂମି) ବିଶେଷ୍ୟ -
[ସମ୍ପାଦନା]ସଢ଼ୈକଳା ରାଜଦରବାରର ଚିଠିପତ୍ର ଓ ହୁକୁମନାମାରେ ଅଙ୍କିତ ଦୁଇଟି ହଂସର ସନ୍ତକ ବା (ଚିହ୍ନ) —The device of a pair of swans drawn on official papers of the Seraikella State of Orissa.
[ଦ୍ରଷ୍ଟବ୍ୟ —ରାଜଦରବାର ଛଡ଼ା ରାଜ୍ୟର ଅନ୍ୟାନ୍ୟ ପୀଠପତିମାନେ କାଗଜପତ୍ରରେ ଗୋଟିଏ ମାତ୍ର ହଂସର ଚିତ୍ର ବ୍ୟବହାର କରନ୍ତି]