Jump to content

ଦ୍ୱୈଧୀଭାବ

ଉଇକିଅଭିଧାନ‌ରୁ

ଦ୍ୱୈଧୀଭାବ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦ୍ୱୈଧ+ ଅଦ୍ଭୁତଦ୍ଭାବେ ଚ୍ୱି+ ଭାବ)

[ସମ୍ପାଦନା]
୧. ଅନ୍ତରର ଭାବ ଗୋପନ କରି ମୁଖରେ ଅନ୍ୟ ଭାବ ପ୍ରକାଶ କରିବା —୧. Hypocricy.
୨. ସନ୍ଦେହ —୨. Hesitation.
୩. କର୍ତ୍ତବ୍ୟ ବା ମତର ଅସ୍ଥିରତା —୩. Vacillation.
୪. କପଟାଚାର —୪. Duplicity.
୫. ଦୋନାବୁଡ଼ିଆ ରୀତି —୫. Double dealing.