Jump to content

ଦ୍ୱୈପ

ଉଇକିଅଭିଧାନ‌ରୁ

ଦ୍ୱୈପ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଦ୍ୱୀପ+ ଅ)

[ସମ୍ପାଦନା]
୧. ଦ୍ୱୀପ ସମ୍ୱନ୍ଧୀୟ —୧. Pertaining to an island; insular.
୨. ବ୍ୟାଘ୍ର ଚର୍ମନିର୍ମିତ —୨. Made of tiger skin.