ଦ୍ୱୈପାୟନ
ଦେଖଣା
ଦ୍ୱୈପାୟନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ପୁଂ. (ଦ୍ୱୀପ+ ଅୟନ=ଜନ୍ମ)
[ସମ୍ପାଦନା]- ୧. ମହାଭାରତ ପ୍ରଣେତା ବ୍ୟାସ ଦେବ — ୧. Byāsa, the author of Mahābhārata.
[ଦ୍ରଷ୍ଟବ୍ୟ —ଏହାଙ୍କର ଜନ୍ମ ଯମୁନା ନଦୀ ଗର୍ଭସ୍ଥ ଦ୍ୱୀପରେ ହୋଇ ଥିବାର ମହାଭାରତରେ ଉକ୍ତ ଅଛି]
- ୨. ଦ୍ୱୀପବାସୀ ବ୍ୟକ୍ତି —୨. An islander.
ସଂସ୍କୃତ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୧. ଦ୍ୱୀପବାସୀ —୨. Inhabitant of an island.
- ୨. ଦ୍ୱୀପରେ ଜାତ —୨. Born in an island.