Jump to content

ଦ୍ୱୈମାତୃକ

ଉଇକିଅଭିଧାନ‌ରୁ

ଦ୍ୱୈମାତୃକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଦ୍ୱି+ ମାତୃ+ କ)

[ସମ୍ପାଦନା]

ବର୍ଷାଜଳ ଓ ନଦୀ ଜଳଦ୍ୱାରା ଯେଉଁ ଦେଶରେ ଶସ୍ୟାଦି ଉତ୍ପାଦିତ ହୁଏ; ବୃଷ୍ଟି ଜଳ ଓ ସିକ୍ତ ଜଳଦ୍ୱାରା ଯେଉଁ ଦେଶରେ ଶସ୍ୟ ବଢ଼େ —(a country) Growing crops with the helps of rain water and artificial irrigation.