Jump to content

ଦ୍ୱ୍ୟକ୍ଷରୀ

ଉଇକିଅଭିଧାନ‌ରୁ

ଦ୍ୱ୍ୟକ୍ଷରୀ

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Dwyaksharī
  • ଆଇ.ପି.ଏ. — dˈɔ hˈʌlˈʌntɔ lˈetəbˈiːʃˈatoˈekˈo hˈʌlˈʌntɔ ˈɔj kˈɔ hˈʌlˈʌntɔ mˌudʰennoʃʃˈɔ ɾˈɔ dˈiːɾɡʰikˌaɾ
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବାକ୍ୟାଳଙ୍କାରବିଶେଷ — An artistic composition in which two letters are repeated in a line.

[ଦ୍ରଷ୍ଟବ୍ୟ —ପ୍ରେମମଞ୍ଜରୀର ନିମ୍ନଲିଖିତ ପଦ୍ୟାଂଶ ଦ୍ୱ୍ୟକ୍ଷରୀ ଅଟେ, ଯଥା ===

ରୁଦ୍ଧାରି ରୁଧିର ଧାର ଧର ଧୀରା ଧର ଧରା ଧରା ଧାର ଧୀର ଧରା ଧର ଧୀର ]