ଦ୍ୱ୍ୟର୍ଥ
ଦେଖଣା
ଦ୍ୱ୍ୟର୍ଥ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଦ୍ୱି+ଅର୍ଥ)
[ସମ୍ପାଦନା]- ୧. ଏକ ବସ୍ତୁ ବା ଶବ୍ଦର ଦୁଇ ଅର୍ଥ — ୧. Two meaning of one word; ambiguity of meaning.
- ୨. ଏକ କାର୍ଯ୍ୟର ଦୁଇଟି ଉଦ୍ଦେଶ୍ୟ — ୨. Two aims or motives of the same act.
ବିଶେଷ୍ୟ -
[ସମ୍ପାଦନା]ଦ୍ୱ୍ୟର୍ଥ ବୋଧକ (ଦେଖ) - — Dwyartha bodhaka (See)