Jump to content

ଦ୍ୱ୍ୟାତ୍ମକ

ଉଇକିଅଭିଧାନ‌ରୁ

ଦ୍ୱ୍ୟାତ୍ମକ

ଉଚ୍ଚାରଣ

[ସମ୍ପାଦନା]
(ଦ୍ୱ୍ୟାତ୍ମିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଦ୍ୱି+ଆତ୍ମନ୍+ଅକ)

[ସମ୍ପାଦନା]

ଦୁଇ ଆତ୍ମା ବା ସ୍ୱରୂପବିଶିଷ୍ଟ — Having a double nature.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

(ଜ୍ୟୋତିଷ) ମିଥୁନ, କନ୍ୟା, ଧନୁ ଓ ମୀନ ରାଶି (ହିନ୍ଦୀ - ଶବ୍ଦସାଗର) —(Astrology) The zodiacal signs of Gemini, Virgo, Sagittarius and Piscus.