Jump to content

ଦ୍ୱୟାତିଗ

ଉଇକିଅଭିଧାନ‌ରୁ

ଦ୍ୱୟାତିଗ

ଉଚ୍ଚାରଣ

[ସମ୍ପାଦନା]
(ଦ୍ୱୟତିଗା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଦ୍ୱୟ+ଅତି+ଗମ୍ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ରଜଃ ଓ ତମଃ ଗୁଣକୁ ଯେ ଅତିକ୍ରମ କରି ଅଛି — ୧. One whose mind is freed from the influence of the two gross worldly attributes, Rajas and Tamas.
୨. ସାଧୁ —୨. Saintly; virtuous.