Jump to content

ଦୟାମୟ

ଉଇକିଅଭିଧାନ‌ରୁ

ଦୟାମୟ

ଉଚ୍ଚାରଣ

[ସମ୍ପାଦନା]
(ଦୟାମୟୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଂ. (ଦୟା+ ଅଛି, ଯାହାଠାରେ ଏହି ଅର୍ଥରେ ମୟ)

[ସମ୍ପାଦନା]

କରୁଣାମୟ; କୃପାଯୁକ୍ତ — Very kind; full of kindness.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ପରମେଶ୍ୱର; ଦୟାସାଗର ଭଗବାନ୍ — God the Merciful.