Jump to content

ଦୟାର୍ଦ୍ର

ଉଇକିଅଭିଧାନ‌ରୁ

ଦୟାର୍ଦ୍ର

ଉଚ୍ଚାରଣ

[ସମ୍ପାଦନା]
(ଦୟାର୍ଦ୍ରା—ସ୍ତ୍ରୀ) 

(ଦୟାର୍ଦ୍ରତା—ବି)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଦୟା+ ଆର୍ଦ୍ର; ୩ୟା ତତ୍)

[ସମ୍ପାଦନା]

ଦୟାଦ୍ୱାରା ଦ୍ରବୀଭୂତ; ଦୟାସିକ୍ତ — Melted with or saturated with kindness.