ଦୟାଳୁ
ଦେଖଣା
ଦୟାଳୁ
ଉଚ୍ଚାରଣ
[ସମ୍ପାଦନା](ଦୟଳୁତା—ବି)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ଦୟା+ ଶୀଳାର୍ଥେ ଆଳୁ)
[ସମ୍ପାଦନା]- ୧. କାରୁଣିକ; ଦୟାବାନ୍ —୧. Kind; merciful.
- ୨. ସ୍ନେହବାନ୍ —୨. Affectionate.
- ୩. ପରଦୁଃଖକାତର — ୩. Compassionate; sympathetic.
- ୪. ଅନୁଗ୍ରହକାରୀ —୪. Showing favour.
- ୫. ଅନୁକୂଳ —୫. Favourable.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପକ୍ଷିବିଶେଷ; ଦଇଆଳ (ଦେଖ) - — A kind of bird; Daiāḻa (See)
ସାରୀ, ଶୁଆ, ଶ୍ୟାମା ତୁଚି, ଚଷାପୁଅ, ଦୟାଳୁ ପୁଣି ମୁନିଆ ରାଧାନାଥ. ଯଯାତି