ଦୟା ପାଇବା
ଦୟା କରିବା; ଅନୁଗ୍ରହ କରିବା — To favour; to be moved with pity; to show pity.
ଦୟା ପାଇ ତାକୁ ନ ମାରି ରଖିଲେ ଭୃତ୍ୟପଣକୁ ପ୍ରାଚୀ ପ୍ରତାପ ଶଶୀସେଣା