Jump to content

ଦୟା ବସିବା

ଉଇକିଅଭିଧାନ‌ରୁ

ଦୟା ବସିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଦୟା ଆସିବା, ଦୟା ଜନ୍ମିବା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମନରେ ଦୟାର ଉଦ୍ରେକ ହେବା; ଦୟା ଜନ୍ମିବା —Being moved to compassion.

(ଯଥା—ମୋ ବିପତ୍ତି ଦେଖି ତାଙ୍କ ମନରେ ଦୟା ବସୁ ନାହିଁ)