ଦୟା ବୀର
ଦେଖଣା
ଦୟା ବୀର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -(ଦୟା ବିଷୟରେ ବୀର ଅର୍ଥାତ୍ ଶ୍ରେଷ୍ଠ ବା ଆଦଶ; ୭ମୀ ତତ୍)
[ସମ୍ପାଦନା]ଯେଉଁ ବ୍ୟକ୍ତି ପର ପ୍ରତି ଦୟା ଦେଖାଇବାରେ ଜଗତ୍ୱିଦିତ; ଯେଉଁ ବ୍ୟକ୍ତି ପରର ଦୁଃଖ ବିମୋଚନ କରିବା ପାଇଁ ଆପଣାର ପ୍ରାଣ ପର୍ଯ୍ୟନ୍ତ ଉତ୍ସର୍ଗ କରି ପାରେ —One who is ready to sacrifice his life to show pity to others.
ଦୟାବୀର ଧୀର ମୂଲୀନ୍ଦ ଦଧୀଚି, ଅଭିଷେକ ଫଳେ ପୂତ ଯାର ବୀଚି ରାଧାନାଥ. ଚିଲିକା