ଦୟା ମାୟା
ଦେଖଣା
ଦୟା ମାୟା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ଅନୁଚର ଶବ୍ଦଦ୍ୱୟ; ଦୟା+ମାୟା)
[ସମ୍ପାଦନା]ଦୟା ଓ ମାୟା; ଦୟା ଓ ମମତା — Kindness and a feeling of attachment.
[ଦ୍ରଷ୍ଟବ୍ୟ —ଦୟା=ପରପାଇଁ ସହାନୂଭୁତି; ମାୟା— ଆପଣାର ସୁଖ ଲାଭପାଇଁ ପରପାଇଁ ସହାନୂଭୁତି; ଦୟା ନିର୍ମଳ କିନ୍ତୁ ମାୟା ମମତା ଦୟା, ସ୍ନେହ, ପ୍ରେମ, କୃପା ଏମାନ ସ୍ୱର୍ଗୀୟ; ମାୟା, ମମତା ଏମାନ ପାର୍ଥିବ]