Jump to content

ଦୟିତ

ଉଇକିଅଭିଧାନ‌ରୁ

ଦୟିତ

ଉଚ୍ଚାରଣ

[ସମ୍ପାଦନା]
(ଦୟିତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଦୟ ଧାତୁ=ସ୍ନେହ କରିବା+ କର୍ମ. ତ)

[ସମ୍ପାଦନା]
୧. ପ୍ରିୟ; ସ୍ନେହପାତ୍ର —୧. Dear; beloved.
୨. କମନୀୟ —୨. Beautiful; charming.

ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]
୧. ବଲ୍ଲଭ; ପ୍ରେମିକ —୧. A lover.

ସୁଭଦ୍ରାର କଥା ଜଗତେ ବିଦିତ ପ୍ରେମବଳେ ସିନା ଲଭଇ ଦୟତ ରାଧାନାଥ. ନନ୍ଦକେଶରୀ

୩. ପତି; ସ୍ୱାମୀ —୩. Husband.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦୈତ୍ୟ)

[ସମ୍ପାଦନା]

ଦୈତ୍ୟ; ଅସୁର —Demon.