ଧଂଶା
ଦେଖଣା
ଧଂଶା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଧଂଶା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ଧ୍ୱଜ) ବଡ ପତାକା —୧. A big flag; standard; pennant; ensign.
- ୨. (ସଂସ୍କୃତ - ଦର୍ମମ) ଶୋଭାଯାତ୍ରାରେ ରାଜାଙ୍କ ଆଗରେ ହାତୀ ଓ ଓଟ ଉପରେ ବଜାଯିବା ବଡ ନାଗରା — ୨. Big kettledrum carried and struck on the back of an elephant or camel in a Rājā's procession.