Jump to content

ଧଂଶିବା

ଉଇକିଅଭିଧାନ‌ରୁ

ଧଂଶିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. (ସଂସ୍କୃତ - ଦନ୍ଶ୍ ଧାତୁ) ଦଂଶନ କରିବା; କାମୁଡିବା — ୧. To bite.
୨. (ସଂସ୍କୃତ - ଧ୍ୱଂସ) ଧ୍ୱଂସ କରିବା — ୨. To destrot; to ruin.
୩. (ସଂସ୍କୃତ - ଧର୍ଷଣ) ବଳାତ୍କାର କରିବା; ଧର୍ଷଣ କରିବା — ୩. To use force; to assault; to outrage.
୪. ଲହସିଯିବା; ଚପିଯିବା; ଦବିଯିବା — ୪. To sink down; to yield.