ଧଅ

ଉଇକିଅଭିଧାନ‌ରୁ

ଧଅ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବି(ସଂସ୍କୃତ - ଧବ)[ସମ୍ପାଦନା]

ଧବ ବୃକ୍ଷ; ଏକପ୍ରକାର ଜଙ୍ଗଲୀ କାଠ ଗଛ — Anogeissus Latifolia; Anogeissus Tomentosa.

[ଦ୍ରଷ୍ଟବ୍ୟ —ଏହା ହରୀତକ୍ୟାଦି ବର୍ଗର ଆରଣ୍ୟ ବୃହତ୍ ତରୁ ଏହାର ପତ୍ର ଆତ ଗଛର ପତ୍ର ପରି ଏହାର ବକଳ ଧଳା ଓ ଚିକ୍କଣ ଏବଂ ମଞ୍ଜକାଠ ଧଳା, ଚକଚକିଆ ଓ ଦୃଢ଼ ଏ କାଠ ଘର, ସଗଡ ଓ ଲଙ୍ଗଳ ଆଦିରେ ବ୍ୟବହୃତ ହୁଏ କିନ୍ତୁ ପାଣି ଖାଇଲେ ଏହା ଶୀଘ୍ର ସଢ଼ିଯାଏ ଏ ଗଛରୁ ଏକ ପ୍ରକାର ଅଠା ବାହାରେ ଏ ଅଠା ଲୁଗାକୁ ରଙ୍ଗାଇବା କାମରେ ଲାଗେ; ଏ ଗଛର ପତ୍ର, ଫଳ ଓ ଚେର ଔଷଧରେ ଲାଗେ ବୈଦ୍ୟଶାସ୍ତ୍ର ମତରେ ଏହା କଷାୟରସ, କଫ ବାତନାଶକ, ପିତ୍ତକାରକ, ଦୀପନ, ରୁଚିବର୍ଦ୍ଧକ ଓ ପାଣ୍ଡୁ ରୋଗରେ ଉପକାରୀ ଏହା ପ୍ରମେହ, ଅର୍ଶଃ ଓ କଫନାଶକ]