ଧଅଳେଇବା

ଉଇକିଅଭିଧାନ‌ରୁ

ଧଅଳେଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଧବଳରୁ ଓଡ଼ିଆ ନାମ ଧାତୁ; ତୁଳ. ସଂସ୍କୃତ - ଧବଳାୟତେ=ଧଳା ପାଲଟଛି)[ସମ୍ପାଦନା]

୧. ଧବଳିତ କରିବା —୧. To whiten.
୨. ଘରର କାନ୍ଥ ଆଦିକୁ ପାଣିଆଁ ଚୁନରେ ସଫେଦି କରିବା — ୨. To whitewash.