Jump to content

ଧଅସ

ଉଇକିଅଭିଧାନ‌ରୁ

ଧଅସ

ଉଚ୍ଚାରଣ

[ସମ୍ପାଦନା]

(ଧଅସି—ଅନ୍ୟରୂପ)

  • (file)

ଦେଶଜ - କ୍ରି. ବିଶେଷଣ -(ସଂସ୍କୃତ - ଝଟତି)

[ସମ୍ପାଦନା]

ଝଟ୍; ଅତିଶୀଘ୍ର — Quickly; very soon.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଜୋର୍; ବଳ —୧. Force.
୨. ଦ୍ରୁତଗତି —୨. Great speed.