ଧଅ ବୋଇଲେ କାମୁଡି ପକଉଛି

ଉଇକିଅଭିଧାନ‌ରୁ

ଧଅ ବୋଇଲେ କାମୁଡି ପକଉଛି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

=== ଦେଶଜ - (ବ୍ୟଙ୍ଗ୍ୟ; ବାକ୍ୟ)

ଦନ୍ଥରା ହତିଆର ବା ଅକର୍ମଣ୍ୟ କୁକୁରର କାର୍ଯ୍ୟକାରିତାର ଅଭାବ ଦେଖିଲେ ବ୍ୟଙ୍ଗ୍ୟଭାବରେ ସାଧାରଣତଃ ଏହି ବାକ୍ୟ ପ୍ରଯୁକ୍ତ ହୁଏ —An ironical expression used in respect of a blunt weapon or a worthless dog.