ଧଇଁ

ଉଇକିଅଭିଧାନ‌ରୁ

ଧଇଁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ଫାରାସୀ - ଦମା)[ସମ୍ପାଦନା]

୧. ଶ୍ୱାସ ରୋଗ — ୧. Asthma.
୨. ଖର ଶ୍ୱାସ — ୨. Gasping; planting.