ଧଇର୍ଯ୍ୟ
ଦେଖଣା
ଧଇର୍ଯ୍ୟ
ଉଚ୍ଚାରଣ
[ସମ୍ପାଦନା]ଧଇର୍ଯ, ଧଇରଜ, ଧୌର୍ଯ୍ୟ, ଧଉର୍ଯ୍ୟ, ଧଉର୍ଯ, ଧଉରଜଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଗ୍ରାମ୍ୟ - (ପଦ୍ୟ)ବିଶେଷ୍ୟ - (ସଂସ୍କୃତ - ଧୈର୍ଯ୍ୟ)
[ସମ୍ପାଦନା]- ୧. ଦମ୍ଭ; ଧୈର୍ଯ୍ୟ — ୧. Patience; fortitude.
ମୋ ଧଇର୍ଯ୍ୟ ମୃଗକୁ ପାଞ୍ଚି ନୟନାନ୍ତ ବରଛି ଆଞ୍ଚି କବିସୂର୍ଯ୍ୟ. ସଙ୍ଗୀତ
- ୨. ଦୃଢ଼ତା —୨. Firmness.
- ୩. ଶାନ୍ତଭାବ —୩. Calmness; composure.