ଧକ

ଉଇକିଅଭିଧାନ ରୁ
Jump to navigation Jump to search

ଧକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]


ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଶ୍ରମଜନିତ ଖର ନିଶ୍ୱାସ — ୧. Gasping or panting due to over- exertion.
୨. ଛାତି ଦମ୍ ଦମ୍ ହେବା — ୨. Palpitation of the heart (Howells).
୩. କ୍ଳାନ୍ତି —୩. Fatigue (Howells).
୪. ଜଳୁଥିବା ନିଆଁର ତେଜ —୪. Blaze of fire.

(କାବର=ନାଲି ଚାଉଳ—ବିପରୀତ)

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -[ସମ୍ପାଦନା]

ସଫା ଚାଉଳ —White rice; fine rice.

ଦେଶଜ - ବିଶେଷଣ -[ସମ୍ପାଦନା]

ଉତ୍ତମ —Good.