Jump to content

ଧକଉଁଧକା

ଉଇକିଅଭିଧାନ‌ରୁ

ଧକଉଁଧକା

ଉଚ୍ଚାରଣ

[ସମ୍ପାଦନା]

(ଧକମ୍ଧକା, ଧକଂଧକା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ପରସ୍ପର ଧକା ମରାମରି; ଧକାଧକି — ୧. Pushing each other; mutual shoving.
୨. ଅତିଶୟ ଜନତା ମଧ୍ୟରେ ଠେଲା ଠେଲି — ୨. Pushing each other in a large crowd; justling in a dense crowd.