Jump to content

ଧକଚକ ହେବା

ଉଇକିଅଭିଧାନ‌ରୁ

ଧକଚକ ହେବା

ଉଚ୍ଚାରଣ

[ସମ୍ପାଦନା]

(ଧକେଇଚକେଇ ହେବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ନ୍ତ୍ରି

[ସମ୍ପାଦନା]
୧. ବୃଥା ବିଶେଷ ବାକ୍ୟ ବ୍ୟୟ କରିବା — ୧. To talk long for nothing; to babble.
୨. ସଗଡ଼ ଆଦିରେ ବସି ଅସମତଳ ଭୁମିରେ ଦ୍ରୁତ— ଗତିରେ ଶଗଡ଼ ଚଳିବା ଯୋଗୁ ହଲଚଲ ହେବା — ୨. To be awfully shaken (said of a person sitting on a cart driven on a very rough road).