ଧକା ଖାଇବା
ଦେଖଣା
ଧକା ଖାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଧକା ଖାଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଅନ୍ୟଠାରୁ ଧକା ମାଡ଼ ସହିବା — ୧. To get a push or shove from another; to be shoved by another.
ପେଲି ଦେଇ ଠେଲି ଯିବା ଧକା ଖାଇଲେ ସହିବା ଲୌକିକ ଭଜନ
- ୨. (ଲକ୍ଷଣାର୍ଥ) ପ୍ରତିରୋଧ ପାଇବା — ୨. (figurative) To meet with opposition or check.