Jump to content

ଧକେଇ ସକେଇ ହେବା

ଉଇକିଅଭିଧାନ‌ରୁ

ଧକେଇ ସକେଇ ହେବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କଇଁକଇଁ ହୋଇ କାନ୍ଦିବା — ୧. To cry bitterly with sobs to sobs; to bewail; to bemoan.
୨. କାନ୍ଦି କାନ୍ଦି ଫେରାଦ ହେବା — ୨. To complain with wails and sobs.