ଧକ ଚକ
ଦେଖଣା
ଧକ ଚକ
ଉଚ୍ଚାରଣ
[ସମ୍ପାଦନା]ଧକଡ ଚକଡ, ଧକର ଚକରଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - ଓ ବିଶେଷଣ - (ଧ୍ୱନ୍ୟନୁକାରୀ)
[ସମ୍ପାଦନା]- ୧. ବକ୍ୱଜାରି; ବକର ବକର; ବହୁତ ଗୁଡାଏ ବୃଥାରେ ଗପିବା — ୧. Wrangling; tattling.
- ୨. ଦ୍ରବ୍ୟର ମୂଲ୍ୟ ସ୍ଥିର କଲାବେଳେ କ୍ରେତା ଓ ବିକ୍ରେତା ମଧ୍ୟରେ ଯିଦ୍ ଧରାଧରି ହୋଇ ଦାମ କରିବା —୨. Higgling and haggling.
(ଯଥା—ବିଶାଏ ବାଇଗଣ ମୂଲେଇବା ପାଇଁ କ୍ରେତା ଓ ବିକ୍ରେତା ମଧ୍ୟରେ ଦୁଇଘଡ଼ି କାଳ ବହୁତ ଧକଚକ ଲାଗଲା )
ଅନୁବାଦ
[ସମ୍ପାଦନା]- ୩. ହଲଚଲ; ଦୋହୋଲା ଦୋହୋଲି — ୩. Jolting.
(ଯଥା—ଟେକା ବିଲରେ ଶଗଡ଼ ଗାଡ଼ିରେ ଚଢ଼ିଥିବା ଲୋକ ଧକଚକ ହୁଏ)