ଧକ ନିକିଡ଼ିଯିବା

ଉଇକିଅଭିଧାନ‌ରୁ

ଧକ ନିକିଡ଼ିଯିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଧଳ ନିକିଲିଯିବା—ଅନ୍ୟରୂପ)

  • (file)

ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ -[ସମ୍ପାଦନା]

ପରିଶ୍ରମଆଦି ଜନିତ ଅତ୍ୟନ୍ତ କ୍ଲାନ୍ତି —Being much tired or fatigued.

(ଯଥା—୪ ମାଇଲ ବାଟ ଚାଲି ମୋର ଧକ ନିଗିଡ଼ିଗଲଣି)