ଧଙ୍ଗଡ଼

ଉଇକିଅଭିଧାନ‌ରୁ

ଧଙ୍ଗଡ଼

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଧଙ୍ଗର, ଧଙ୍ଗଡା, ଧଙ୍ଗରାଧାଙ୍ଗଡ, ଧାଙ୍ଗଡା—ଅନ୍ୟରୂପ)

(ଧଙ୍ଗରୀ, ଧାଙ୍ଗଡୀ, ଧାଙ୍ଗରୀ, ଧଙ୍ଗଡୀ—ସ୍ତ୍ରୀ) 

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - ପୁଲିଙ୍ଗ -[ସମ୍ପାଦନା]

ଅବିବାହିତ ଯୁବକ — Unmarried young man; a bachelor.