ଧଟିକା
ଦେଖଣା
ଧଟିକା
ଉଚ୍ଚାରଣ
[ସମ୍ପାଦନା](ଧଟୀ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଧଟ+କ+ଆ)
[ସମ୍ପାଦନା]- ୧. ପୁରାତନ ବସ୍ତ୍ର — ୧. Old cloth.
- ୨. ଅଣ୍ଟାରେ ଭିଡି ପିନ୍ଧିବା ଲମ୍ୱ ବସ୍ତ୍ର — ୨. Lion cloth.
- ୩. ତୀର; ଚୀରା ଲୁଗା —୩. Rags.
- ୪. କୌପୀନ —୪. A strip of cloth worn over the private parts.
- ୫. ଲୁଗା ଧଡ଼ି —୫. Hem of cloth; border of a cloth.
ବନ୍ଧଉ ଶାଟୀ ଧଟୀକୁ ସିଂହକୁ ମଧ୍ୟରେ ଭଞ୍ଜ. ବୈଦେହୀଶବିଳାସ
- ୬. ପସ୍ତରି; ପାଞ୍ଚ ସେର ଓଜନ (ହିନ୍ଦୀ - ଶ.) — A standard weight of ୫ seers.