ଧଟୀ

ଉଇକିଅଭିଧାନ‌ରୁ

ଧଟୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଧଟି—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -[ସମ୍ପାଦନା]

୧. (ଧଟ+ଇନ୍; ୧ମା ୧ବ.)—(ଜ୍ୟୋତିଷ) ତୁଳା ରାଶି (ହିନ୍ଦୀ - ଶ.) —୧. The astrological sign Libra in the zodiac.


୨. ଶିବ; ମହାଦେବ —୨. Ṡiba
୩. ବଣିକ୍ (ପ୍ରକୃତିବାଦ) —୩. Merchant.
୪. ଦଣ୍ଡୀଦାର; ଯେ ପଣ୍ୟ ଦ୍ରବ୍ୟାଦି ଓଜନ କରେ (ହିନ୍ଦୀ - ଶ.) — ୪. A weighman
୫. ସ୍ତ୍ରୀ.—(ଧଟ+ଈ) ଚୀର; ଚିରାକନା —୫. Rag.
୬. ପୁରୁଣା ଲୁଗା —୬. Old cloth.
୭. କୌପୀନ (ହିନ୍ଦୀ - ଶ.) —୭. A long and narrow strip of cloth put on over the privities.
୮. କଟି ବସ୍ତ୍ର (ଜ୍ଞାନେନ୍ଦ୍ର) —୭. Loin-cloth.
୯. ଗର୍ଭାଧାନ ପରେ ସ୍ତ୍ରୀମାନେ ପିନ୍ଧିବା ବସ୍ତ୍ର ଖଣ୍ଡ (ହିନ୍ଦୀ - ଶ.) — ୯. A piece of cloth worn by a woman, after conception.

[ଦ୍ରଷ୍ଟବ୍ୟ —ପଳିତ ଜ୍ୟୋତିଷ ଅନୁସାରେ ଗର୍ଭାଧାନ ପରେ ମୂଳା, ଶ୍ରବଣା ହସ୍ତା, ପୃଷ୍ୟା, ଉତ୍ତରାଷାଢା, ଉତ୍ତରଭାତ୍ର ଓ ମୃକଶିରା ନକ୍ଷତ୍ରରେ କୌଣସି ଶୁଭଦିନରେ ସ୍ତ୍ରୀକୁ ଧଟୀ ପିନ୍ଧିବାକୁ ଦିଆଯାଏ (ହିନ୍ଦୀ - ଶ଼]