Jump to content

ଧଡ଼କ ଧଡ଼କ

ଉଇକିଅଭିଧାନ‌ରୁ

ଧଡ଼କ ଧଡ଼କ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ଧଡ଼କଚ—ଅନ୍ୟରୂପ)

ଦେଶଜ - ଅ

[ସମ୍ପାଦନା]

ଠକର ଠକର; ଦୁଇଟି କଠିନ ବସ୍ତୁ ଏକାଧିକ ଥର ପରସ୍ପର ସଙ୍ଗେ ବାଜିଲେ ଯେଉଁ ଶବ୍ଦ ହୁଏ —Harsh grating sound of two hard things repeatedly striking against each other.