Jump to content

ଧଡ଼ା ଧଡ଼୍

ଉଇକିଅଭିଧାନ‌ରୁ

ଧଡ଼ା ଧଡ଼୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ (ଧ୍ୱନ୍ୟନୁକରଣ)

[ସମ୍ପାଦନା]
୧. ଉପର୍ଯ୍ୟୁପରି ବନ୍ଧୁକ ଫୁଟିବାର ଶବ୍ଦ —୧. Repeated reports of a gun.
୨. କଠିନ ହସ୍ତୁମାନଙ୍କର ପରସ୍ପର ଆଘାତଜନିତ ଶବ୍ଦ — ୨. The sound produced by the collision of hard substances.

ଦେଶଜ - ଅ

[ସମ୍ପାଦନା]

ଅତିଶୀଘ୍ର —Very quickly.