ଧଡ଼ିବାଜ୍
ଦେଖଣା
ଧଡ଼ିବାଜ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - ସ୍ତ୍ରୀ ଓପୁଲିଙ୍ଗ - (ସଂସ୍କୃତ - ଧୂର୍ତ୍ତ)
[ସମ୍ପାଦନା]- ୧. ମାମଲାବାଜ୍ — ୧. Litigious.
- ୨. ବଗୁଲିଆ; ଦୁଷ୍ଟ —୨. Wicked.
- ୩. ଖେଚେଡ଼ା —୩. Wanton.
- ୪. ଶବ୍ଦ; ପ୍ରତିରକ; ଧୂର୍ତ୍ତ —୪. Crafty; deceitful.
- ୫. (ମନ୍ଦାର୍ଥ) ଚଲାଖ —୫. Cunning.
- ୬. ଯେ ଅନ୍ୟକୁ ବିପଦରେ ପକାଏ ୬. Causing trouble to others.
- ୭. ବ୍ୟଭିଚାରୀ —୭. Adulterous.